2 Samuel 2

1 କିଛି ସମୟ ବିତିଗଲା। ଦାଉଦ ଯାହ୍ୱେଙ୍କୁ ପ୍ରାର୍ଥନା କଲେ। ସେ ପଚାରିଲେ, "ମୁଁ ଯିହୂଦାର କୌଣସି ଗୋଟିଏ ନଗରକୁ ଫେରିଯିବି କି?" ଯାହ୍ୱେ କହିଲେ, "ହଁ, ଯାଅ।" ଦାଉଦ ପଚାରିଲେ, "କେଉଁ ନଗରକୁ?" ଯାହ୍ୱେ କହିଲେ, "ହିବ୍ରୋଣକୁ।"

8 ନେରଙ୍କ ପୁଅ ଅବନର ଶାଉଲଙ୍କ ସୈନ୍ୟବାହିନୀ ଚଳାଉଥିଲେ। ସେ ଶାଉଲଙ୍କ ଗୋଟିଏ ପୁଅ ଈଶ୍‌ବୋଶେତଙ୍କୁ ଧରିଲେ ଆଉ ତାଙ୍କୁ ମହନୟିମକୁ ନେଇଗଲେ।