2 Samuel 1

1 ଶାଉଲ ମରିଯାଇଥିଲେ। ତା'ପରେ, ଦାଉଦ ଅମାଲେକୀୟମାନଙ୍କୁ ହରାଇ ଫେରିଆସିଲେ। ସେ ସିକ୍‌ଲଗରେ ଦୁଇ ଦିନ ରହିଲେ।