Genesis 41

1 ଦୁଇଟି ପୂର୍ଣ୍ଣ ବର୍ଷ ବିତିଗଲା। ତା'ପରେ ଦିନେ ରାତିରେ ରାଜା ଏକ ସ୍ୱପ୍ନ ଦେଖିଲେ। ସେ ବଡ଼ ନଦୀ କୂଳରେ ଠିଆ ହୋଇଥିଲେ।

37 ଫାରୋ ଏସବୁ ଶୁଣିଲେ। ତାଙ୍କ ନେତାମାନେ ମଧ୍ୟ ଶୁଣିଲେ। ସେମାନେ ମୁଣ୍ଡ ଟୁଙ୍ଗାରିଲେ। ଏହା ଏକ ଭଲ ଯୋଜନା ଥିଲା।

46 ଯେତେବେଳେ ଯୋସେଫ ମିଶରର ରାଜା ଫାରୋଙ୍କ ସାମ୍ନାରେ ଛିଡ଼ା ହେଲେ, ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ସେହି ଦିନ ପରେ, ସେ ନିଜ କାମ କରିବା ପାଇଁ ପୂରା ଦେଶ ବୁଲିଲେ।

50 ଭୋକର ବର୍ଷଗୁଡ଼ିକ ଆସିବା ପୂର୍ବରୁ ଯୋସେଫଙ୍କର ଦୁଇଟି ପୁଅ ହୋଇଥିଲେ। ଓନର ଯାଜକ ପୋଟିଫେରାଙ୍କ ଝିଅ, ତାଙ୍କ ସ୍ତ୍ରୀ ଆସନତ ସେ ଦୁହିଁଙ୍କୁ ଜନ୍ମ ଦେଇଥିଲେ।