Genesis 40
1 ସମୟ ବିତିଗଲା। ରାଜାଙ୍କର ଦୁଇଜଣ ଲୋକ ତାଙ୍କୁ ରାଗାଇ ଦେଲେ। ଜଣେ ଲୋକ ରାଜାଙ୍କ ପାଇଁ ଦ୍ରାକ୍ଷାରସ ଢାଳୁଥିଲା। ଅନ୍ୟ ଜଣେ ଲୋକ ରାଜାଙ୍କ ପାଇଁ ରୁଟି ତିଆରି କରୁଥିଲା।
9 ଦ୍ରାକ୍ଷାରସ ଦେଉଥିବା ଲୋକଟି ପ୍ରଥମେ କହିଲା। "ମୋ ସ୍ୱପ୍ନରେ, ଠିକ୍ ମୋ ଆଗରେ ଗୋଟିଏ ଦ୍ରାକ୍ଷାଲତା ବଢ଼ିଲା।
20 ତିନି ଦିନ ବିତିଗଲା। ରାଜା ଗୋଟିଏ ବଡ଼ ଭୋଜି ଦେଲେ। ଏହା ତାଙ୍କର ଜନ୍ମଦିନ ଥିଲା। ସେ ଦ୍ରାକ୍ଷାରସ ଦେଉଥିବା ଲୋକ ଏବଂ ରୁଟି ତିଆରି କରୁଥିବା ଲୋକକୁ ବାହାରକୁ ଆଣିବାକୁ ଡାକିଲେ।