2 Samuel 9
1 ଦାଉଦ ପଚାରିଲେ, "ଶାଉଲଙ୍କ ପରିବାରର କେହି ଜୀବିତ ଅଛନ୍ତି କି? ଯୋନାଥନଙ୍କ ପାଇଁ ମୁଁ ସେମାନଙ୍କ ପ୍ରତି ଦୟା ଦେଖାଇବାକୁ ଚାହୁଁଛି!"
9 ରାଜା ଶାଉଲଙ୍କ ଦାସ ସୀବାକୁ ଡାକିଲେ। ସେ କହିଲେ, "ଶାଉଲ ଏବଂ ତାଙ୍କ ପରିବାରର ଯାହା କିଛି ଥିଲା, ମୁଁ ସେସବୁ ତୁମ ମାଲିକଙ୍କ ନାତିକୁ ଦେଉଛି!"
11 ସୀବା ରାଜାଙ୍କୁ କହିଲା, "ମୋର ପ୍ରଭୁ ରାଜା ଯାହା କହୁଛନ୍ତି ମୁଁ ସେସବୁ କରିବି।" ତେଣୁ ମଫୀବୋଶତ ରାଜାଙ୍କର ନିଜ ପୁଅମାନଙ୍କ ପରି ଦାଉଦଙ୍କ ସହିତ ଖାଇଲେ!