2 Samuel 7
1 ରାଜା ନିଜ ରାଜପ୍ରାସାଦରେ ରହିଲେ। ସଦାପ୍ରଭୁ ତାଙ୍କୁ ଚାରିପାଖରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ବିଶ୍ରାମ ଦେଲେ।
18 ରାଜା ଦାଉଦ ଭିତରକୁ ଗଲେ। ସେ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ। ସେ କହିଲେ, "ପ୍ରଭୁ ସଦାପ୍ରଭୁ, ମୁଁ କିଏ? ମୋ ପରିବାରର ବିଶେଷତ୍ୱ କଣ? ମୁଁ କିପରି ଏଠାକୁ ଆସିଲି?"