Genesis 8
1 କିନ୍ତୁ ଈଶ୍ୱର ନୋହଙ୍କୁ ମନେପକାଇଲେ। ସେ ଡଙ୍ଗାରେ ଥିବା ପଶୁମାନଙ୍କୁ ମନେପକାଇଲେ। ଈଶ୍ୱର ପୃଥିବୀ ଉପରେ ଏକ ପବନ ବୁହାଇଲେ। ଧୀରେ ଧୀରେ ପାଣି କମିବାକୁ ଲାଗିଲା।
8 ତା'ପରେ ନୋହ ଗୋଟିଏ ପାରାକୁ ପଠାଇଲେ। ପାଣି କମିଛି କି ନାହିଁ ଦେଖିବାକୁ ସେ ଚାହୁଁଥିଲେ।
10 ସେ ଆହୁରି ସାତ ଦିନ ଅପେକ୍ଷା କଲେ। ତା'ପରେ ସେ ପାରାଟିକୁ ପୁଣି ବାହାରକୁ ପଠାଇଲେ।
18 ନୋହ ଖରାରେ ପଦାକୁ ଆସିଲେ। ତାଙ୍କ ପଛରେ ତାଙ୍କ ପୁଅମାନେ ଆସିଲେ। ତାଙ୍କ ସ୍ତ୍ରୀ ଆସିଲେ। ତାଙ୍କ ବୋହୂମାନେ ଆସିଲେ।