Genesis 5

1 ଏହା ହେଉଛି ଆଦମଙ୍କ ବଂଶାବଳୀ। ଯେତେବେଳେ ଈଶ୍ୱର ପ୍ରଥମେ ମଣିଷ ତିଆରି କଲେ, ସେ ସେମାନଙ୍କୁ ନିଜ ସ୍ୱରୂପରେ ତିଆରି କରିଥିଲେ।

21 ହନୋକ ୬୫ ବର୍ଷ ବଞ୍ଚିବା ପରେ ତାଙ୍କର ଏକ ପୁତ୍ର ଜନ୍ମ ହେଲା। ସେ ତାଙ୍କ ନାମ ମଥୂଶଲହ ରଖିଲେ।

28 ଲେମକ ୧୮୨ ବର୍ଷ ବଞ୍ଚିବା ପରେ ତାଙ୍କର ଏକ ପୁତ୍ର ଜନ୍ମ ହେଲା।