Genesis 16
1 ସାରୀ ଅବ୍ରାମଙ୍କୁ ଗୋଟିଏ ବି ପିଲା ଦେଇନଥିଲେ। ଗୋଟିଏ ବି ନୁହେଁ। କିନ୍ତୁ ମିସରରୁ ଆସିଥିବା ହାଗାର ନାମରେ ତାଙ୍କର ଜଣେ ଦାସୀ ଥିଲା।
3 ସାରୀ ହାଗାରକୁ ଅବ୍ରାମଙ୍କୁ ଦେଲେ। ହାଗାର ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଲା। ସେତେବେଳକୁ ଅବ୍ରାମ କିଣାନରେ ଦଶ ବର୍ଷ ରହିସାରିଥିଲେ।
7 ଯାହାବେଙ୍କ ସ୍ୱର୍ଗଦୂତ ତାକୁ ଦେଖିଲେ! ଶୂରକୁ ଯାଇଥିବା ରାସ୍ତାରେ ଥିବା ଗୋଟିଏ ଝରଣା ପାଖରେ ସେ ବସିଥିଲା।
15 ହାଗାର ତା'ର ପିଲାକୁ ଜନ୍ମ ଦେଲା। ଗୋଟିଏ ପୁଅ! ଅବ୍ରାମ ତା'ର ନାମ ଇଶ୍ମାୟେଲ ରଖିଲେ।