Genesis 10

1 ଏମାନେ ହେଲେ ନୋହଙ୍କ ପୁଅ: ଶେମ, ହାମ, ଏବଂ ଯେଫତ୍। ବନ୍ୟା ପରେ, ସେମାନଙ୍କର ସମସ୍ତଙ୍କର ପୁଅ ହୋଇଥିଲେ।

8 କୂଶର ଆଉ ଜଣେ ପୁଅ ଥିଲା। ନିମ୍ରୋଦ। ଏହି ପିଲାଟି ବଡ଼ ହୋଇ ଜଣେ ଯୋଦ୍ଧା ହେଲା। ପୃଥିବୀ ଦେଖିଥିବା ପ୍ରଥମ ମହାନ ଯୋଦ୍ଧା।